Browsing Tag

#horse

ଘୋଡାର ମୂଲ୍ୟରେ ହେବ କିଣି ମର୍ସିଡିଜ୍ ଓ ବିଏମ୍‌ଡବ୍ଲ୍ୟୁ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆମ ଭାରତରେ ଘୋଡାର ଚାହିଦା କାହିଁ କେତେ ରାଜା ରାଜୁଡା ସମୟରୁ ରହି ଆସିଛି ।ଏହି ଘୋଡାକୁ ଦ୍ରୁତବେଗର ଖେଳରେ ସାମିଲ କରାଯାଏ । ଏହି ପରି ଏକ ମେଳା ମହାରାଷ୍ଟ୍ରର ନନ୍ଦୁରବରର ସାରଙ୍ଗକେଡା ଠାରେ ଚାଲିଛି । ଏହି ମେଳାରେ ସାମିଲ ହେଇଛି ଏକ ବିଶେଷ ଘୋଡା ଯାହାର