ବାଂଲାଦେଶରେ ଏବେ ବି ହିନ୍ଦୁଙ୍କୁ ଟାର୍ଗେଟ୍
ପଡ଼ୋଶୀ ଦେଶ ବାଂଲାଦେଶରେ କଠୋରପନ୍ଥୀଙ୍କ ଖୋଲାଖୋଲି ଧମକ। ଏନେଇ ହିନ୍ଦୁ ସଂଖ୍ୟାଲଘୁଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଅନେକ ଛାତ୍ର ସଂଗଠନ ଦେଶରେ ଇସଲାମିକ ନିୟମକୁ ଆଧାର କରି ଶାସନ କରିବାକୁ ଦାବି ମଧ୍ୟ କରୁଛନ୍ତି। ବର୍ତ୍ତମାନ ଦୁର୍ଗାପୂଜା ପାଳନ ନକରିବାକୁ ହିନ୍ଦୁଙ୍କୁ ଧମକ…