Browsing Tag

#heavysnowfall

ଅରୁଣାଚଳ ପ୍ରଦେଶରେ ୭ ଯବାନ ନିଖୋଜ ,ମିଳୁନି ପତ୍ତା

ମେଟ୍ରୋ ଟିଭି ଓଡିଶା,୮/୨ : ମିଳୁନି ନିଖୋଜ ଯବାନଙ୍କ ପତ୍ତା । ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଚରରେ ପାଟ୍ରୋଲିଂ ସମୟରେ ହିମସ୍ଖଳନରେ ୭ ଭାରତୀୟ ଯବାନ ନିଖୋଜ ହୋଇଯାଇଛନ୍ତି। ଏବେସୁଦ୍ଧା ଯବାନଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସେନା

ଅସୁବିଧା ସମୟରେ ଦେବଦୂତ ସାଜିଲେ ଯବାନ

ମେଟ୍ରୋ ଟିଭି ଓଡିଶା,୯/୧: ଅସହ୍ୟ ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ଚୀରର ପରିସ୍ଥିତି ବେହାଲ । ସାଧାରଣ ଲୋକ ଘରୁ ବାହାରିବା ମୁସକିଲ ହେଲାଣି । ଏହି ଭିତରେ ଜଣେ ଯବାନ ବଦାନ୍ୟତା ସାମ୍ନାକୁ ଆସଛି । ଯାହା ଏବେ ହୃଦୟସ୍ପର୍ଶୀ ହୋଇଛି । ଏହି ଯବାନ ଜଣକ ଜଣେ ଗର୍ଭବତୀ ଥିବା