ପୁଷ୍ପା ଗୀତର ହୁକ୍ ଷ୍ଟେପରେ ଜେଜେ ମାଁଙ୍କ ସହ ଡାନ୍ସ କଲେ ହାର୍ଦ୍ଧିକ ପାଣ୍ଡ୍ୟା
ମେଟ୍ରୋ ଟିଭି ଓଡିଶା,୨୭/୧ : ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଚାଲିଛି । ଏହି ଫିଲ୍ମର ଗୀତ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମର ଡାଇଲଗରେ ଆକ୍ଟିଂ କରି ସୋସିଆଲ ମିଡିଆରେ ଏବେ ବହୁ ଜଣ ଫେମସ୍ ହେଉଛନ୍ତି । ଏମିତି ବଡ଼ ବଡ଼ ଷ୍ଟାର ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର!-->!-->!-->…