ସୁରତରେ ବଡ ଧରଣର ଅଘଟଣ ,ଗ୍ୟାସ ଲିକ୍ ହୋଇ ୬ମୃତ
ମେଟ୍ରୋ ଟିଭି ଓଡିଶା,୬/୧: ବର୍ଷ ଆରମ୍ଭରୁ ଘଟି ଯାଇଛି ଅଘଟଣ । ଗୁରୁବାର ସକାଳୁ ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ଜଣଙ୍କର ମୃତ ଘଟିଛି । ୨୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସଚିନ ଜିଆଇଡିସି ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ!-->!-->!-->…