ଗୁଜରାଟ ଟାଇଟନ୍ସ ୯ ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ହରାଇଲା
ଗୁଜରାଟ ଟାଇଟନ୍ସ ସହଜ ବିଜୟ ହାସଲ କରିଛି । ପ୍ରଶଂସକମାନେ ଏଥର ମଧ୍ୟ ଗୁଜରାଟ ଟାଇଟଲ ବିଜୟୀ ହେବ ବୋଲି କହିବା ଆରମ୍ଭ କରିଲେଣି । ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୯ ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଶୀର୍ଷ ସ୍ଥାନରେ ରହିଛି । ରାଜସ୍ତାନକୁ ୧୧୮ ରନ୍ରେ ରୋକି ଦେଇଥିଲେ ଗୁଜରାଟ ବୋଲର।…