ପୁରୀରେ ଲୁଚିଥିଲା ୟୁପିର ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍
ପୁରୀ : ପୁରୀରେ ଲୁଚିଥିଲା ୟୁପିର ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍। ଗୁଡ୍ଡୁ ପୁରୀରେ ଲୁଚିଥିବା ନେଇ ଶେଷ ଲୋକେସନ ପୁରୀରୁ ମିଳିଥିଲା । ଅତିକର ପତ୍ନୀ ସାଇସ୍ତା ପରବୀନ ପୋଲିସ ହାତରେ ଧରାପଡ଼ିନି । ତେବେ ସାଇସ୍ତା ଅପେକ୍ଷା ଯେଉଁ ଅପରାଧୀ ଅଧିକ ଚିନ୍ତାର କାରଣ…