ବର୍ଷ ଆରମ୍ଭରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ
ମେଟ୍ରୋ ଟିଭି ବ୍ୟୁରୋ,୧/୧: ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ସବୁ ଜାନୁଆରୀ ୩ରୁ ହିଁ ଖେଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ସ୍କୁଲ ଖୋଲିବା ପ୍ଧବ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୋଡାଲ ଅଧିକାରୀଙ୍କ ସହ ଡିଇଓ ଓ ବିଇଓମାନେ!-->!-->!-->…