ନବଦାସଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ!
ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା ମାମଲାର ତଦନ୍ତ ପରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ନବ ଦାସଙ୍କୁ ହତ୍ୟାକୁ ନେଇ ରାଜନୀତି ଚାଲିଥିବା ବେଳେ ତଦନ୍ତକୁ ଅପେକ୍ଷା କରାଯାଇଥିଲା । ତେବେ ଚାର୍ଜସିଟରେ ନବଦାସଙ୍କୁ ମାରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ ।…