ଆଜି ବିଶ୍ୱ ପରିବାର ଦିବସ
ମେଟ୍ରୋ ଟିଭି ବ୍ୟୁରୋ,୧/୧: ବିଶ୍ୱକୁ ଗୋଟିଏ ପରିବାର ପରି ଗଢି ତେଳିବା ଏହି ବିଶ୍ୱ ପରିବାର ଦିବସର ଭୂମିକା ଗୁରୁତପୂର୍ଣ୍ଣ । ବିଶ୍ୱକୁ ଏକତାର ସକାରାତ୍ମକ ବାର୍ତ୍ତା ସହିତ ନୂଆ ବର୍ଷ ଆରମ୍ବ କରିବା ପାଇ ପ୍ରତିବର୍ଷ ଜାନୁଆରୀ ୧ତାରିଖରେ ପାଳନ କରାଯାଏ ବିଶ୍ୱ ପରିବାର ଦିବସ । ବସୁଧୈବ!-->!-->!-->…