Browsing Tag

#girlkisscheetah

ଚିତା ବାଘକୁ କିସ୍ କଲେ ଯୁବତୀ

ମେଟ୍ରୋ ଟିଭି ଓଡିଶା,୫/୧: ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଏହି ସବୁ ଭିଡିଓ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆଧାରିତ ଥାଏ । ଆମେ ସାଧାରଣ ଜୀବନରେ ବିଭିନ୍ନ ପଶୁପକ୍ଷୀଙ୍କୁ ପାଳନ କରିଥାଉ । ଏହି ସବୁ ପଶୁପକ୍ଷୀ ଘରୋଇ କିମ୍ବା ବନ୍ୟପ୍ରାଣୀ