Browsing Tag

#gilgitbaltistan

ଶତ୍ରୁ ଦେଶରେ ଶାନ୍ତିପ୍ରିୟ ଗାଁ ପାସୁ

ମେଟ୍ରୋ ଟିଭି ଓଡିଶା,୯/୧: ବିଶ୍ୱରେ ଶତ୍ରୁ ଦେଶ ତଥା ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଓ ହିଂସାକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ଥିବା ପାକିସ୍ତାନରେ ମଧ୍ୟ ଶାନ୍ତିପ୍ରିୟ ଗାଁ ଅଛି । ଏହି ପାକିସ୍ତାନର ଖାଇବର ପାଖତୁନଖ୍ୱା ଓ ଫାଟା ଭଳି ଅଞ୍ଚଳରେ ଆତଙ୍କବାଦୀଙ୍କ ସକ୍ରିୟତା ଯୋଗୁ