ମିଷ୍ଟର ମମ୍ମି ଲୁକ୍ରେ ନଜର ଆସିବେ ରିତେଶ ଜେନେଲିଆ
ମେଟ୍ରୋ ଟିଭି ଓଡିଶା,୪/୨ : ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍ ହୋ ଗୟା’ରେ ନଜର ଆସିଥିଲେ।!-->…