ହିଣ୍ଡେନ୍ବର୍ଗ ରିପୋର୍ଟ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟ ଥିଲା
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟ ପଛର ଉଦ୍ଦେଶ୍ୟ ଥିଲା ଗ୍ରୁପ୍ର ଭାବମୂର୍ତ୍ତିକୁ ନଷ୍ଟ କରି ସେଥିରୁ ଲାଭ ହାସଲ କରିବା। ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆମେ ଦୃଢ଼ ଭାବେ…