ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ
ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି!-->…