Browsing Tag

#GASCYLINDER

କମିଲା ରନ୍ଧନ ଗ୍ୟାସ ଦର

ମେଟ୍ରୋ ଟିଭି ଓଡିଶା,୧/୨ : କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି।ଗ୍ୟାସ୍ ଦରଦାମ୍

ଗ୍ୟାସ ହେଲା ଶସ୍ତା

ମେଟ୍ରୋ ଟିଭି ଓଡିଶା,୨୦/୧ : କରୋନା ମହାମାରୀ ପରେ ଅର୍ଥନୀତିର ଅବସ୍ଥା ଅସନ୍ତୁଳିତ ହୋଇଯାଇିଛି । ଏହି ସବୁ ମଧ୍ୟରେ ସବୁ ଜିନିଷର ଦରଦାମ ବଢିବାରେ ଲାଗିଛି । ପରିବା ରୋଷେଇ ଗ୍ୟାସ ସିଲିଣ୍ଡର ଆଦିର ଦର ଆକାଶ ଛୁଆଁ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ