ପୁଣି ବିପଦରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂଯୁକ୍ତା ଦେଲେ ଏଫଆଇଆର
ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପୋଲିସ ଜେରା କରିବ କି । ବିଜେଡି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ? ଏପରି ଅନେକ ଚର୍ଚା ଏବେ ହେଉଛି । ତାଙ୍କ ନାଁ ରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି ସଂଯୁକ୍ତା ମହଲା । ନିଜ ଅଧିକାର ପାଇଁ…