ପରିବର୍ତ୍ତନ ହେଲା ରାଧେ ଶ୍ୟାମର ରିଲିଜ ଡେଟ୍ : ଓଟିଟିରେ ଷ୍ଟ୍ରିମିଂରେ ନୁହେଁ ସିନେମାରେ ମୁକ୍ତିଲାଭ ହେବ
pic credit-times of india
ମେଟ୍ରୋ ଟିଭି ଓଡିଶା,୨୮/୧ : ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କ ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ‘ରାଧେ ଶ୍ୟାମ’କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଜାନୁୟାରୀ ୧୪ରେ ଏହା ରିଲିଜ୍ ହେବାର ଥିଲା। ହେଲେ ମହାମାରୀ କରୋନା!-->!-->!-->!-->!-->…