ବ୍ୟାଙ୍କ ଅଫ ଇଣ୍ଡିଆର ଷ୍ଟାର କିସାନ ଘର ଯୋଜନା
ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆ ବର୍ଷ ଚାଷୀଙ୍କ ପାଇ ବ୍ୟାଙ୍କ ଅଫ ଇଣ୍ଡଆ ଆଣି ଦେଇଛି ନୂଆ ଅଫର । ବ୍ୟାଙ୍କ ଚାଷୀଙ୍କ ସୁବିଧା ପାଇ ଆଣିଛି ଷ୍ଟାର କିସାନ ଘର ନାମକ ସ୍ୱତନ୍ତ୍ର ଋଣ ଯୋଜନା ।ଏହି ଯୋଜାନା ମାଧ୍ୟମରେ ଚାଷୀ ମାନେ ନିଜ ଘର ତିଆରି କରିପାରିବା ସହ ଘରକୁ ମରାମତି ମଧ୍ୟ!-->!-->!-->…