ଓଡିଆ ପୁଅ ହେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ
ମେଟ୍ରୋ ଟିଭି ଓଡିଶା,୬/୧: କେନ୍ଦ୍ରରେ ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ୱ ଦିଆଯାଇଛି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଛନ୍ତି । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଯିଏକି ୨୦୧୪ରେ ଓଡିଶା ପୋଲିସରୁ ହଟିବା ପରେ ବିଜେପିରେ ଯୋଗ ଦେଇଥିଲେ । ସେ!-->!-->!-->…