Browsing Tag

#event

ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ମେଟ୍ରୋ ଟିଭି ଓଡିଶା,୯/୧: ଆଜି ଅପରାହ୍ନ ସାଢେ ୪ଟା ସମୟରେ ହେବ କୋଭିଡ ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷାରେ ଆଜି ହେବ ଏହି ବୈଠକ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଦେଶରେ ବଢୁଥିବା କୋଭିଡ ପରିସ୍ଥିତିର ସମୀକ୍ଷା ପାଇ ଏହି ବୈଠକ ଡକାଯାଇଛି