ଗାଈ ପିନ୍ଧୁଛି ଚଷମା
ମେଟ୍ରୋ ଟିଭି ଓଡିଶା,୧୩/୧: ଘରେ ଗାଈ,ମଇଁଷି ଆଦି ରଖୁଥିବା ଲୋକ ମାନେକେସମାନଙ୍କ ଗୃହପାଳିର ପଶୁ କିପରି ଅଧିକରୁ ଅଧିକ କ୍ଷୀର ଦେବେ ସେଥିପ୍ରତି ଧ୍ୟାନ ଦିଅନ୍ତି । ଏଥିପାଇଁ ସେମାନେ ନିଜର ଗୃହପାଳିତ ପଶୁଙ୍କୁ ଅଧିକରୁ ଅଧିକ ଖାଇବାକୁ ଦେଇଥାନ୍ତି । ଦାନା,ଚାରା କୁଟା ଆଦି ଦେଇଥାନ୍ତି ।!-->…