ଏବେ ବଜାର କୁ ଆସିବ ଭୋଲ୍ଟରନ୍ . ଭିଏମ ୧୦୦ ଇଲେକ୍ଟ୍ରିକ ସାଇକେଲ
ମେଟ୍ରୋ ଟିଭି ଓଡିଶା,୨୩/୧ : ଦିନକୁ ଦିନ ବଢୁଥିବା ପେଟ୍ରୋଲର ଦାମକୁ ଦେଖି ସବୁ ଏବେ ଇଲେକ୍ଟ୍ରିକ ବାଇକର ବ୍ୟବହାର କରୁଛନ୍ତି । ସାଧାରଣ ଲୋକ ମଧ୍ୟ ଏହି ବାଇକ ପ୍ରତି ଆଗ୍ରହୀ ହେଉଛନ୍ତି । ଖର୍ଚ୍ଚ ମଧ୍ୟ କମ୍ ରହୁଥିବାରୁ ଏହାକୁ କିଣିବା ପାଇ ଲୋକ ମାନେ ବେଶି ପସନ୍ଦ କରୁଛନ୍ତି । ଏବେ!-->…