Browsing Tag

#electioncommissionofindia

ଆଜିଠୁ ହେବ ମନୋନୟନପତ୍ର ଯାଞ୍ଚ

ମେଟ୍ରୋ ଟିଭି ଓଡିଶା,୨୨/୧ : ସରିଲା ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ । କାଲି ଶେଷ ଦିନରେ ବହୁ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କୋଭିଡ କଟକଣା ଭିତରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି

ନିର୍ବାଚନ ପାଇଁ ଅନ୍‌ଲାଇନ୍‌ରେ କରନ୍ତୁ ଭୋଟର କାର୍ଡ

ମେଟ୍ରୋ ଟିଭି ଓଡିଶା,୧୦/୧: ଭାରତରେ ଭୋଟର କାର୍ଡର ବ୍ୟବହାର କେବଳ ଭୋଟ ପାଇ ନୁହେଁ ବରଂ ଠିକଣା ପ୍ରମାଣପତ୍ର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇ ମଧ୍ୟ ବ୍ୟବହାର କରାଯାଏ । ଯଦି କେବେ ଭୋଟର କାର୍ଡ ହଜି ଯାଏ ତାହାଲେ ପୁଣି ଅନଲାଇନ ଦ୍ୱାରା ନୂତନ ଭୋଟ କାର୍ଡ ତିଆର ହୋଇପାରିବ ।