Browsing Tag

#election

ଭାଜପା ପ୍ରାର୍ଥୀ ତାଲିକାରେ ୨୫ଜଣ ଅପରାଧି

ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର ପ୍ରଦେଶର ଭାଜପା ପକ୍ଷରୁ ପ୍ରଥମ ଦଫାରେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ୨୫ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଭଳିକି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାରୁ ବିରୋଧି

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ମେଟ୍ରୋ ଟିଭି ଓଡିଶା,୧୮/୧: ଆଜି ନାମାଙ୍କନର ଦ୍ୱିତୀୟ ଦିନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ।ଆଜି ବି ପଞ୍ଚାୟତ ବ୍ଲକ ଓ ଜିଲ୍ଲାପ।ଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରଥମ ଦିନରେ ୮ହଜାର ୭୭୨ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେଥିରେ

ନିଜ ଗଡରୁ ଲଢିବେ ଯୋଗୀ ଆଦିତ୍ୟନାଥ

ମେଟ୍ରୋ ଟିଭି ଓଡିଶା,୧୫/୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ

୫ରାଜ୍ୟର ଟୀକା ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ମେଟ୍ରୋ ଟିଭି ଓଡିଶା,୧୦/୧: ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ମୋଦିଙ୍କ ଫଟୋ ହଟାଯିବ । ଟୀକାକରଣ ସାର୍ଟିଫିକେଟରୁ ହଟାଯିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ୫ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ଏହି କଟକଣା ଲାଗୁ

ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ବଢିଲା

ମେଟ୍ରୋ ଟିଭି ଓଡିଶା,୭/୧: ଆଗକୁ ନିର୍ବାଚନ ଥିବା ହେତୁ ଭାରତୀୟ ନିର୍ବାଚନ କମିଶନର ସବୁ ରାଜ୍ୟ ପାଇ ନିର୍ବାଚନୀ ଖର୍ଚ୍ଚକୁ ବୃଦ୍ଧି କରିବା ସୂଚନା ଜାରି ହୋଇଛି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇ ନିର୍ବାଚନ ଖର୍ଚ୍ଚ ବଢିଛି । ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା