Browsing Tag

#election

ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ଆଜି ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୬ ଜଣଙ୍କ ନାମ ଘୋଷଣା କରାଯାଇଛି। ଉପ-ନିର୍ବାଚନ ପାଇଁ ସୀତାଇରୁ ସଂଗୀତା ରୟଙ୍କୁ ଟିଏମସି ଟିକେଟ୍…

ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ବିଜେପି ଟିକେଟ

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବ ଓ ସହଯୋଗୀଙ୍କ ପାଇଁ ବାକି ଆସନ ଛାଡ଼ିବାକୁ ନେଇଛି। ଏହି କ୍ରମରେ ଦଳ ଆଜି ୬୬ଟି…

ଏନଡ଼ିଏ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ଘୋଷଣା କରିଛି

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ । ଅଲ୍‌ ଝାରଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌ ୧୦, ଜେଡିୟୁ ୨, ଏଲ୍‌ଜେପି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ । ହିମନ୍ତ ବିଶ୍ବଶର୍ମା ଏବଂ…

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଆଜି ଘୋଷଣା ହେବ । ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ପରେ କିଏ ସରକାର ଗଣିବ ସ୍ପଷ୍ଟ ହେବ। ନିର୍ବାଚନ ଫଳ ଜାଣିବା ପାଇଁ ନାଗରିକମାନଙ୍କ ମଧ୍ୟରେ…

ଖଲ୍ଲିକୋଟରେ ବାଜି ମାରିଲା ବିଜେପି,କେନ୍ଦ୍ରାପଡ଼ାରେ ବିଜେଡି

ଭୁବନେଶ୍ବର: ପୁଣି ଦେଖାଗଲା ବିଜେପି ବିଜେଡ଼ି ଟକ୍କର | ବିଜେଡ଼ି ହାତରୁ ଆସନ ଛଡାଇନେଲା ବିଜେପି | ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ କିନ୍ତୁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଛଡାଇନେଇଛି ବିଜେପି। ତେବେ ବିଜେଡି ସମର୍ଥିତ…