ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ମାସ ଭିତରେ ଖୋଲିବ ସ୍କୁଲ
ମେଟ୍ରୋ ଟିଭି ଓଡିଶା,୨/୨ : କରୋନାର ତୃତୀୟ ଲହରର ଭୟବହତାକୁ ନଜର ରଖି ସ୍କୁଲ କଲେଜ ବନ୍ଦ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହି କଟକଣାକୁ କୋହଳ କରିଛି କୋର୍ଟ । ଆସନ୍ତା ୨ ମାସ ଭିତରେ ସ୍କୁଲ!-->…