ନିର୍ବାଚନ ପାଇଁ ଅନ୍ଲାଇନ୍ରେ କରନ୍ତୁ ଭୋଟର କାର୍ଡ
ମେଟ୍ରୋ ଟିଭି ଓଡିଶା,୧୦/୧: ଭାରତରେ ଭୋଟର କାର୍ଡର ବ୍ୟବହାର କେବଳ ଭୋଟ ପାଇ ନୁହେଁ ବରଂ ଠିକଣା ପ୍ରମାଣପତ୍ର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇ ମଧ୍ୟ ବ୍ୟବହାର କରାଯାଏ । ଯଦି କେବେ ଭୋଟର କାର୍ଡ ହଜି ଯାଏ ତାହାଲେ ପୁଣି ଅନଲାଇନ ଦ୍ୱାରା ନୂତନ ଭୋଟ କାର୍ଡ ତିଆର ହୋଇପାରିବ ।!-->…