Browsing Tag

#dhanush #aishwaryaa

ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେଲେ ସାଉଥ ଷ୍ଟାର ଧନୁଷ

ମେଟ୍ରୋ ଟିଭି ଓଡିଶା,୧୮/୧: ସାଉଥ ସୁପରଷ୍ଟାର୍ ଧନୁଷ ହଠାତ୍ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି । ଘୋଷଣରେ ସେ ଐଶ୍ୱର୍ଯ୍ୟାଙ୍କ ଠାରି ଛାଡପତ୍ର ନେଇଛନ୍ତି ବୋଲି କହିଛନ୍ତି । ଏହା ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଖବର