Browsing Tag

#DGCA

ମଝି ଆକାଶରେ ମୁହାଁମୁହିଁ ହୋଇଥାନ୍ତେ ଦୁଇଟି ବିମାନ

ମେଟ୍ରୋ ଟିଭି ଓଡିଶା,୨୦/୧ : ବେଙ୍ଗାଲୁର ବିମାନ ବନ୍ଦରରୁ ଉଡାନ ଭରିଥିବା ୨ଟି ଇଣ୍ଡିଗୋ ବିମାନ ମଝି ଆକାଶରେ ମୁହାଁ ମୁହିଁ ହୋଇଥାନ୍ତେ । ରାଡାର ନିୟନ୍ତ୍ରକ ଆସୁଥିବା ବିପଦକୁ ଦେଖି ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିମାନ ଚଳାଚଳ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଦୁଇଟି