ଜନ୍ମଦିନରେ ଫିଲ୍ମର ପୋଷ୍ଟର ସେୟାର କଲେ ବଲିଉଡର ମସ୍ତାନୀ
ମେଟ୍ରୋ ଟିଭି ଓଡିଶା,୫/୧: ବଲିଉଡର ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ । ଜନ୍ମଦିନରେ ସେ ନିଜର ଅଫକମିଂ ଫିଲ୍ମ ‘ଗହରାଇୟାଁ’ର ପୋଷ୍ଟର ସେୟାର କରିଛନ୍ତି ଯେଉଥିରେ ସେ ‘ଗଲି ବଏ’ କୋ ଷ୍ଟାର ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହିତ ଲିପ୍ଲକ୍ କରିଥିବା ନଜର ଆସିଛି । ସିଦ୍ଧାନ୍ତ ଓ!-->!-->!-->…