Browsing Tag

#DEAD

ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ

ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି

ଓଡିଆ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

ମେଟ୍ରୋ ଟିଭି ଓଡିଶା,୨୦/୧ : ଓଡିଆ ଫିଲ୍ମ ଜଗତରେ ପୁଣି ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲିଫିଲ୍ମ ପ୍ରାୟଶ୍ଚିତରେ ସେ ଉଚ୍ଚକୋଟୀର