ନେଟ୍ଫ୍ଲିକ୍ସସ୍ ରେ ରିଲିଜ୍ ହେବ ଶାହାରୁଖ ଓ ଆଲିଆଙ୍କ ଫିଲ୍ମ ଡାର୍ଲିଂସ
ମେଟ୍ରୋ ଟିଭି ଓଡିଶା,୮/୨ : ମହାମାରୀ କରୋନା ଯୋଗୁଁ ସମସ୍ତ ଫିଲ୍ମ ହଲ୍ ବନ୍ଦ ହୋଇ ରହିଛି । ଏଥିପାଇଁ ଅନେକ ଫିଲ୍ମ ମଧ୍ୟ ସ୍ଥଗିତ ହୋଇ ରହିଛି । ଏହାକୁ ନେଇ କଳାକାର ମାନେ ଏବେ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଛନ୍ତି । ବଡ଼ ବଡ଼ ଫିଲ୍ମକୁ ଓଟିଟିରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍!-->!-->!-->…