ଅଣ୍ଡରୱାଟର ଡାଇଭିଂ କରି ଚର୍ଚ୍ଚାରେ ସନ୍ନି ଲିଓନ
ମେଟ୍ରୋ ଟିଭି ଓଡିଶା,୨/୨ : ଅଭିନେତ୍ରୀ ସନ୍ନି ଲିଓନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି। ବଲିଉଡ ପରେ ସନ୍ନି ବର୍ତ୍ତମାନ ସାଉଥ୍ ଫିଲ୍ମ ଆଡକୁ ମୁହାଁଇଛନ୍ତି। ସନ୍ନି କାମର ବ୍ୟସ୍ତତା ଠାରୁ ସମୟ ବାହାର କରି ବୁଲିବାକୁ ପସନ୍ଦ କରନ୍ତି ଏବଂ ପରିବାର ସହିତ!-->…