ଆଜି ସ୍ଥଳଭାଗ ଛୁଇଁବ ମୋକା
ଭୁବନେଶ୍ବର: ସାମୁଦ୍ରିକ ଝଡ଼ ମୋକାକୁ ନେଇ ଓଡ଼ିଶାରେ ଭୟ ନାହିଁ ସତ । କିନ୍ତୁ ଆଜି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ସର୍ବାଧିକ ୨୦୦ କିଲୋମିଟର ବେଗରେ ପବନ…