Browsing Tag

#cuttack

କଟକରେ ଉଦ୍‌ଘାଟନ ହେଲା ଆମ ସାହି ଲାଇବ୍ରେରୀ

ମେଟ୍ରୋ ଟିଭି ଓଡିଶା,୯/୨ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି । ପୋଲିସ କମିଶନର ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ଏହି ଲାଇବ୍ରେରୀ କୁ ଉଦ୍‌ଘାଟନୀ କରିଥିଲେ। ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା

ରାସ୍ତା ମଝିରେ ଜଳିଲା ଚଳନ୍ତା କାର୍‌

ମେଟ୍ରୋ ଟିଭି ଓଡିଶା,୧୯/୧: ରାସ୍ତା ମଝିରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍ ଉପରେ ହୁତୁ ହୁତୁ ହୋଇ କାର୍ଟି ଜଳିଯାଇଥିଲା। କାର୍ ଭିତରେ ଦୁଇ ଜଣ ବସିଥିଲେ। ତେବେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଖବର ପାଇ

ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ

ମେଟ୍ରୋ ଟିଭି ଓଡିଶା,୧୩/୧: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଉଛି । ଏହା ସହ କଟକର ଏକ ରାସ୍ତାକୁ ତାଙ୍କ ନାମରେ ନାମକ କରିବାକୁ କହିଛନ୍ତି ଅଭିନେତା ଶ୍ରୀତମ ଦାସ ।ଗତକାଲି

ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ

ମେଟ୍ରୋ ଟିଭି ଓଡିଶା,୧୨/୧: ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ବଡ ପୁଅ ଅମ୍ଲାନ ମୁଖାଗ୍ନି ଦେଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ

ଏସସିବି ନର୍ସିଂ ଛାତ୍ରୀଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।