ମହାନଦୀରେ ବିଶାଳକାୟ କୁମ୍ଭୀର : ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ମେଟ୍ରୋ ଟିଭି ଓଡିଶା,୨୮/୧ : ମହାନଦୀରେ କୁମ୍ଭୀର । ମଧୁସୂଦନ ସେତୁ ପାଖରେ ଥିବା ବାଲି ପାଖରେ ଶୋଇଛି ବିଶାଳ କୁମ୍ଭୀର । ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୌଦ୍ୱାରରେ । ଯାହାକୁ ନେଇ ଆଖାପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ସୂଚନାନୁସାରେ, ଶୁକ୍ରବାର ମହାନଦୀର ମଧୁସୁଦନ!-->!-->!-->…