Browsing Tag

#crocodile

ମହାନଦୀରେ ବିଶାଳକାୟ କୁମ୍ଭୀର : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ମେଟ୍ରୋ ଟିଭି ଓଡିଶା,୨୮/୧ : ମହାନଦୀରେ କୁମ୍ଭୀର । ମଧୁସୂଦନ ସେତୁ ପାଖରେ ଥିବା ବାଲି ପାଖରେ ଶୋଇଛି ବିଶାଳ କୁମ୍ଭୀର । ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୌଦ୍ୱାରରେ । ଯାହାକୁ ନେଇ ଆଖାପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୂଚନାନୁସାରେ, ଶୁକ୍ରବାର ମହାନଦୀର ମଧୁସୁଦନ