Browsing Tag

#cricketfans

ବିରାଟ ଜଣେ ମହାନ୍ ଖେଳାଳି କହିଲେ , ସୌରଭ ଗାଙ୍ଗୁଲି

ମେଟ୍ରୋ ଟିଭି ଓଡିଶା,୧୬/୧: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବିବାଦ

ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ମେଟ୍ରୋ ଟିଭି ଓଡିଶା,୧୫/୧: ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବାର ପରଦିନ ଅର୍ଥାତ୍ ଆଜି ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିଥିଲେ

୨୨୯ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ,ଶାର୍ଦୁଳଙ୍କୁ ୭ ୱିକେଟ

ମେଟ୍ରୋ ଟିଭି ଓଡିଶା,୫/୧: ଚଳିତ ୨ୟ ଟେଷ୍ଟରେ ୨ଦିନ ବିତି ଥିଲେ ସୁଧା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡା ଟକ୍କର ରହିଛି । ପ୍ରଥମ ଦିନରେ ପେସ୍ ବୋଲର ଚତ୍ମକାର ପ୍ରଦର୍ଶନ କରିବା ଫଳରେ ଭାରତ ୨୦୨ରନରେ ଆଉଟ ହୋଈଥିଲା । ପରେ ଶାର୍ଦୁଳ ଠାକୁରଙ୍କ ଦମଦାର ବୋଲିଂ ଜରିଆରେ ଦକ୍ଷିଣ