ଡିସିପି ଅଫିସ ସିଲ୍ କଲା ବିଏମ୍ସି
ମେଟ୍ରୋ ଟିଭି ବ୍ୟୁରୋ,୨/୧: କୋଭିଡ୍ ସଂକ୍ରମଣ ପାଇ ଡିସିପି ଅଫିସ୍ ସିଲ୍ କଲା ବିଏମ୍ସି । ଡିସିପି ଅଫିସର ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମ୍ସି।ସୂଚନା ଅନୁଯାୟୀ ଭୁବନେଶ୍ୱର ଡିସିପି!-->!-->!-->…