ରାଜ୍ୟରେ କରୋନାର ଲମ୍ବା ଡିଆଁ,୪ହଜାରରୁ ଅଧିକ ସଂକ୍ରମଣ
ମେଟ୍ରୋ ଟିଭି ବ୍ୟୁରୋ,୮/୧: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଲାଣି । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ଜଣ ସଂକ୍ରମଣ ହୋଇଛନ୍ତି । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ!-->!-->!-->…