Browsing Tag

#covid19

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ

ରାଜ୍ୟରେ ପୁଣି ଲାଗିଲା କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ଟା ଯାଏ କଟକଣା

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଛି ସଂକ୍ରମଣ । ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ କଟକଣାକୁ ପୁଣି ଲଗାଇଛନ୍ତି । ନାଇଟ୍ କର୍ଫ୍ୟୁ ସମୟ ସୀମା ବଢିଛି । ରାଜ୍ୟ ସରକାର ଏହି ତୃତୀୟ ପ୍ରର୍ଯ୍ୟାୟର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ

ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଗାୟକ ସୋନୁ ନିଗମ୍ କରୋନା ପଜିଟିଭ୍‌

ମେଟ୍ରୋ ଟିଭି ଓଡିଶା,୫/୧: ଏବେ କରୋନାର କାୟା ପୁଣି ମାଡି ଚାଲିଲାଣି । ଏଥିରେ ଅନେକ ସେଲିବ୍ରିଟି ଓ ସିନେ କଳାକାର କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଟିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ପୁରା ପତିବାର କରୋନା ପଜିଟିଭ ହୋଇଛନ୍ତି । ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍

ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ,୫/୧: ଦେଶରେ କରୋନାର ନୂଆ ସଂକ୍ରମଣ ବଢିବାରେ ଲାଗିଲାଣି । ୨୪ଘଣ୍ଟାରେ ୫୮ହଜାର ୯୭ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗୋଟିଏ ଦିନରେ ୫୫ପ୍ରତିଶତ ସଂକ୍ରମଣ ବଢିଛି । ଗତକାଲି ଥିଲା ୩୭ ହଜାର ୩୭୯ । ୫୩୪ ଜଣଙ୍କ ଜୀବନ ନେଇଛି କରୋନା। କରୋନାରୁ ସୁସ୍ଥ ହୋଇଛନ୍ତି ୧୫

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ ଚିହ୍ନଟ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ନିଜ ବାସଭବନରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ କହିଛନ୍ତି ତାଙ୍କ ସଂର୍ସ୍ପଶରେ ଆସିଥିବା ଲୋକ ମାନେ ନିଜର କରୋନା ଟେଷ୍ଟ କରୋଇନେବାକୁ ।

ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା କୋଭିଡ୍ ସ୍ଥିତିକୁ ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ । ରାଜ୍ୟରେ କରୋନାର ମାମଲା ବଢିଚାଲିଥିବାରୁ ଏନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

ଆଜିଠୁ ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଟୀକା

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦେଶରେ ୧୫ରୁ ୧୮ ବର୍ଷ କିଶୋର ,କିଶୋରୀଙ୍କୁ ଆଜିଠାରୁ କରୋନା ଟୀକା ଦିଆଯିବ । ଏଥିପ୍ଧବ ହିତାଧିକାରୀଙ୍କ ପଞ୍ଜିକରଣ ନୂଆବର୍ଷ ଶନିବାର ଠାରୁ ଆରମ୍ଭ ହୋଇଛି ।କିଶୋର ମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ କହିଛନ୍ତି

ବର୍ଷ ଆରମ୍ଭରୁ ପିଲାଙ୍କୁ ଦିଆଯିବ କୋଭିଡ ଟୀକା

ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଆରମ୍ବରେ କେନ୍ଦ୍ର ସରକାର ଛୋଟ ପିଲାଙ୍କୁ କୋଭିଡ୍ ଟୀକା ଦିଆଯିବାକୁ ନେଇ ନିଷ୍ପତ୍ତି ଦେଇଛନ୍ତି । ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ କରିହେବ । ଦଶମ ଶ୍ରେଣୀର