Browsing Tag

#covid19

କଟପ୍ପାଙ୍କୁ କରୋନା

ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦେଶରେ ବଢିବାରେ ଲାଗିଛି କରୋନା ଓ କାୟା ମେଲାଉଛି ଓମିକ୍ରନ ।ଏହି କରୋନାରେ ଆକ୍ରାନ୍ତ ହେଲେଣି ବହୁ ଲୋକ । ସିନେ ଜଗତରେ ମଧ୍ୟ ବହୁ ଲୋକ କରୋନାରେ ଆକ୍ରାନ୍ତ ହେଲେଣି । ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କାୟା ମେଲାଉଛି କରୋନା । ବକ୍ସ ଅଫିସରେ ହଇଚଇ ସୃଷ୍ଟି

ପ୍ରିକସନ ଡୋଜ ପାଇଁ କରିବାକୁ ପଡିବନି ରେଜିଷ୍ଟ୍ରେସନ

ମେଟ୍ରୋ ଟିଭି ବ୍ୟୁରୋ,୮/୧: କୋଭିଡର ଅନିୟନ୍ତ୍ରିତ କାୟା ଯୋଗୁଁ ଦେଶ ପୁଣି ଥରେ ଟୀକାକରଣ ଅଭିଯାନକୁ ଆରମ୍ଭ କରିବାକୁ ଯାଉଛି । ଏହାକୁ ବୁଷ୍ଟର ଡୋଜ ବଦଳରେ ପ୍ରିକସନ ଡୋଜ ବୋଲି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୦ତାରିଖରୁ ଏହି ପ୍ରିକସନ ଡୋଜ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ

ରାଜ୍ୟରେ କରୋନାର ଲମ୍ବା ଡିଆଁ,୪ହଜାରରୁ ଅଧିକ ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଲାଣି । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ଜଣ ସଂକ୍ରମଣ ହୋଇଛନ୍ତି । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ

କରୋନା ମହାମାରୀରେ ଉବୁଟୁବୁ ହେଲାଣି ବିଶ୍ୱ

ମେଟ୍ରୋ ଟିଭି ବ୍ୟୁରୋ,୮/୧:ବିଶ୍ୱ ଏବେ ସଂକ୍ରମଣର କବଜାରେ ଫସିଗଲାଣି । ବିଶ୍ୱରେ ୩୦କୋଟି ଟପିଲାଣି ସଂକ୍ରମଣ । ଏହି ସଂକ୍ରମଣରେ ପ୍ରଭାବିତ ହେଲାଣି ବହୁ ଦେଶ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଏହି ସଂକ୍ରମଣର ପ୍ରଥମ ସ୍ଥାନରେ ରହିଛି ଓ ଭାରତ ସଂକ୍ରମଣର ଦ୍ୱିତୀୟ ସ୍ଥାନରେ ରହିଛି

ଏସ୍‌ଆର୍‌ସିଙ୍କ ବଡ ନିର୍ଦ୍ଦେଶ, ୧୦ରୁ ବନ୍ଦ ହେବ ବିଶ୍ୱବିଦ୍ୟାଳୟ

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ହେବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ୍‌ଆର୍‌ସି ଙ୍କ ପକ୍ଷରୁ

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇ ନିଜ ଘରେ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଗତକାଲି ସେ କରୋନା ପଜିଟିଭ ଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓ କହିଛନ୍ତି

ରାଜ୍ୟରେ ଦୁଇ ହଜାର ଟପିଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟରେ କରୋନାର କାୟା ବଢିବାରେ ଲାଗିଛି । ସେଥିପ୍ରତି ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହେବ ନାଇଟ କର୍ଫୁ । ରାତି ୯ଟାରୁ ସକାଳ ୫ଟା ଯାଏ ଚାଲିବ ନାଇଟ କର୍ଫୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ

ଦେଶରେ ଲକ୍ଷେ ପାର କଲା କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୭/୧: ଦେଶରେ କରୋନାର କାୟା ମାଡିବାର ଲାଗିଲାଣି । ଏହି କାୟା ଧିରେ ଧିରେ ଲକ୍ଷେ ଟପିଲାଣି । ଦେଶରେ ଗୋଟିଏ ଦିନରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକରେ ୨୮.୮ପ୍ରତିଶତ ବଢିଛି ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ଦେଶରେ

ବନ୍ଦ ହେଲ ବୁର୍ଲା ଭିସୁଟ୍‌

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର କାୟା ଯୋଗୁ ଚାରିଆଡେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂକ୍ରମଣ ଏବେ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଆଡେ ମାଡି ଗଲାଣି । ଏବେ କରୋନାରେ ସଂକ୍ରମିତ ହେଲେଣି ଛାତ୍ରଛାତ୍ରୀ । ଏହା ସହ ବନ୍ଦ ହୋଇଛି ବୁର୍ଲା ଭିସୁଟ୍ । ଛାତ୍ରାଛାତ୍ରୀ

ବଚ୍ଚନଙ୍କ ଘରେ କରୋନା

ମେଟ୍ରୋ ଟିଭି ଓଡିଶା,୬/୧: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲ୍ସା’ରେ କାର‌୍ୟ୍ୟରତ ଜଣେ ସହାୟକ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି । ଜାନୁଆରି ୨ ତାରିଖ ରବିବାର ଦିନ ବଚ୍ଚନଙ୍କର ‘ପ୍ରତୀକ୍ଷା’ ଏବଂ ‘ଜଲ୍ସା’ ବଙ୍ଗଳାର ୩୧ଜଣ ସହାୟକଙ୍କ ନମୁନା ପରୀକ୍ଷା କରାଯିବା ପରେ ମାତ୍ର