Browsing Tag

#covid19

ଦେଶରେ ବଢ଼ୁଛି ନୂଆ ସଂକ୍ରମିତ: ଟପିଲା ୨୧,୪୧୧

ଦେଶରେ ଲଗାତାର କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨୧ ହଜାର ଅତିକ୍ରମ କରୁଛି। ଦିନକରେ ଦେଶରେ ଆଉ ୨୧,୪୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୬୮,୪୭୬କୁ ବୃଦ୍ଧି ପାଇଛି। ଦେଶରେ ସେହିପରି ୨୦,୭୨୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା

ଟିକାକରଣରେ ଭାରତର ରେକର୍ଡ

ଟିକାକରଣରେ ଭାରତର ରେକର୍ଡ କରିଛି । ଭାରତ ବିଶ୍ବରେ ସର୍ବାଧିକ ଟିକା ଦେଇଥିବା ଦେଶ ହୋଇଛି । 2 ବିଲିୟନ COVID-19 ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୨୦୦ କୋଟିରୁ ଅଧିକ ଡୋଜ ଟିକା ଦିଆ ସରିଲାଣି । ୫୪୮ ଦିନରେ ୨୦୦ କୋଟିରୁ ଅଧିକ ଦେଇ ରେକର୍ଡ କରିଛି

ମାଗଣାରେ ବୁଷ୍ଟର ଡୋଜ୍‍ ନେବାକୁ ଭିଡ୍

୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ଆଜି ଠାରୁ ମାଗଣାରେ ଦିଆଯାଉଛି ବୁଷ୍ଟର ଜୋଡ୍‍। ତେବେ ସରକାରୀ ଡାକ୍ତରଖାନାରେ ବୁଷ୍ଟର ଡୋଜ ନେବାକୁ ଭିଡ ଦେଖାଯାଇଛି । ବର୍ଷା ସତ୍ତ୍ବେ ଲୋକମାନେ ଧାଡିରେ ଯାଇ ବୁଷ୍ଟର ଡୋଜ ଦେଉଛନ୍ତି । ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯାଉଛି

ଆସନ୍ତାକାଲିଠୁ ମାଗଣା ବୁଷ୍ଟର ଡୋଜ୍

ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦

୨୪ ଘଣ୍ଟାରେ ବାହାରିଲେ ୫୭୨ ଜଣ କୋଭିଡ୍ ପଜିଟିଭ

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହ ଛୁଇଁବାକୁ ବସିଲାଣି । ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୫୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । https://twitter.com/IPR_Odisha/status/1546338287857864704 ସେଥି ମଧ୍ୟରୁ ସଙ୍ଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତଙ୍କ

କଡାକଡି ହେଲା କରୋନା କଟକଣା

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ଆମେରିକାର ନ୍ୟୁୟର୍କ ସହରରେ କୋଭିଡ୍‌ ସଂକ୍ରମଣ ବଢିଛି। ନ୍ୟୁୟର୍କ ରେ କୋଭିଡ୍‌ ଷଷ୍ଠ ଲହରର ସଙ୍କେତ ମିଳିସାରିଥିବାରୁ ସବୁ ଅଂଚଳରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଗତକାଲିଠାରୁ ନ୍ୟୁୟର୍କ ସହରରେ କଟକଣା କଡ଼ାକଡ଼ି କରାଯାଇଛି।