ନିରୀହ ଆଦିବାସୀଙ୍କୁ ଶୋଷଣ କରିଛି ଠିକାଦାର
ମେଟ୍ରୋ ଟିଭି ଓଡିଶା,୧/୨ : ଖୁଣ୍ଟ ପଡିଛି, ତାର ଟଣା ଯାଇଛି, ମିଟର ବି ବସିଛି, ହେଲେ ବିଜୁଳି ସଂଯୋଗ ହୋଇନି। ବର୍ଷେ ହେଲା ମିଟର ବସାଇବା ପାଇଁ ଘର ପିଛା ଦୁଇଶହ ଲେଖାଏଁ ନେଇଛନ୍ତି, କିନ୍ତୁ ବିଦ୍ୟୁତ ସଂଯୋଗ ଦେଲେନି। ଯାହାକୁ ନେଇ ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ।!-->!-->!-->…