Browsing Tag

# congress pcc president

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ: ଦଳୀୟ ଶୃଙ୍ଖଳାକୁ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ  ରାଜନୈତିକ ବ୍ୟାପାର, କାର୍ଯ୍ୟକାରିଣୀ ଓ ପଦାଧିକାରୀଙ୍କୁ ନେଇ  ମାରାଥନ ବୈଠକ ବସିଛି। ଦଳ କିପରି ରାଜ୍ୟରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବ ସେ ନେଇ ଆଲୋଚନା ହୋଇଛି । ସମୁଦାୟ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଆଧାର…