Browsing Tag

#city

କମେଣ୍ଟ ମରା ହେଲା କାଳ ,ଭୁବନେଶ୍ୱର ରାଜରାସ୍ତାରେ ଗଡିଲା ମୁଣ୍ଡ

ମେଟ୍ରୋ ଟିଭି ଓଡିଶା,୧୬/୧: କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ। ରାଜଧାନୀରେ ବୀଭତ୍ସ ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ପ୍ରେସ ଛକ ଠାରେ ହତ୍ୟାକାଣ୍ଡ ଘଟିଛି । ଗୋଷ୍ଠୀ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ରାସ୍ତାକଡ଼ ଫୁଟ୍ପାଥରେ ଉଭୟ