ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚୋବାଇ ବିବାଦ ଘେରରେ ବିରାଟ କୋହଲି
ମେଟ୍ରୋ ଟିଭି ଓଡିଶା,୨୪/୧ : ପୁଣି ବିବାଦ ଘେରରେ ବିରାଟ । କିଛି ଦିନ ପୂର୍ବେ ଅଧିନାୟକ ପଦରୁ ଈସ୍ତଫା ଦେବାରେ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଥିଲା ପୁଣି ଏହି ପରି ହୋଇଛି । ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚେବାଇବାକୁ ନେଇ ବିବାଦ ଘେରରେ ଫସିଛନ୍ତି । ଗତକାଲି ଅର୍ଥାତ୍ ରବିବାର ଦିନ!-->…