Browsing Tag

#butterball

ଛୁଇଁଦେଲେ ହଲୁଛି ୧୩୨ଟନ ପଥର

ମେଟ୍ରୋ ଟିଭି ଓଡିଶା,୯/୧: ଛୁଇଁଦେଲେ ହଲୁଛି ପଥର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ପଥରର ଓଜନ ୧୩୨ଟନ ରହିଛି । ଫ୍ରାନ୍ସରେ ରହିଛି ଏହି ପରି ଆଶ୍ଚର୍ଯ୍ୟ ଜନକ ପଥର ।ଯାହା ଅନେକ ହାତୀର ଓଜନ ଠାରୁ ମଧ୍ୟ ଭାରି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ ଏହି ପଥରକୁ ମଣିଷ