ଆଜି ବଜେଟ୍ ଅଧିବେଶନର ଶେଷ ଦିନ,ବ୍ୟୟମଞ୍ଜୁରୀ ବିଲ୍ ହେବ ଆଗତ
ମେଟ୍ରୋ ଓଡିଶା (୩୧.୩.୨୦୨୨) :
ଆଜି ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଛି । ସେହିପରି ଅପରାହ୍ନରେ ଗୃହରେ!-->!-->!-->…